ଟଙ୍କା ହଡପ ଅଭିଯୋଗରେ ରାଧାଦେଇପୁର ପିଓ ଗିରଫ
ବ୍ରହ୍ମପୁରଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି, ରାଧାଦେଇପୁର ପିଓ କ୍ଷେତ୍ର ମୋହନ ନାୟକ ଟଙ୍କା ହଡପ ଅଭିଯୋଗରେ ଗିରଫ କରିଛି ଦୁର୍ନୀତି ନିବାରଣ ବିଭାଗ।କ୍ଷେତ୍ର ମୋହନ ନାୟକ ସରକାରୀ ଟଙ୍କା କୁ ହଡପ କରି କ୍ରିକେଟ ବେଟିଙ୍ଗ ଓ ଗେମିଙ୍ଗ ଆପ୍ସ ରେ ଲଗାଉଥିଲେ କରୁଥିଲେ।କ୍ଷେତ୍ର ମୋହନ ନାୟକ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କ ଏକାଉଣ୍ଟ ରୁ ୪୩ ଲକ୍ଷ୍ୟ ୧୦୦୦ ହଜାର ୬୪୦ ଟଙ୍କା ହଡପ କରିଥିଲେ।ଏହି ଘଟଣା କୁ ନେଇ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଗିରଫ ହୋଇଛନ୍ତି ପିଓ କ୍ଷେତ୍ର ମୋହନ ନାୟକ। ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଲେ ବ୍ରହ୍ମପୁର ଭିଜିଲାନ୍ସ ଏସପି ପ୍ରଦୀପ ପ୍ରଧାନ ସୂଚନା ଦେଇଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)