ଟାଟା ଷ୍ଟିଲ ମେରାମଣ୍ଡଳୀରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ
କାର୍ଯ୍ୟକ୍ରମରେ କର୍ମୀ ଏବଂ 120 ସ୍ଥାନୀୟ ବାସିନ୍ଦାଙ୍କ ଯୋଗଦାନ
କୁସୁପଙ୍ଗା, ଏପ୍ରିଲ ୭, ୨୦୨୫ – ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ପକ୍ଷରୁ କୁସୁପଙ୍ଗା ସବ୍ ସେଣ୍ଟର ଏବଂ ଜୋରାଗଡିଆ ୟୁପି ସ୍କୁଲଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି I ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ଥ ଜୀବନଶୈଳୀ ର ମହତ୍ବ ଉପରେ ଗୁରୁତ୍ୱାରୋପ କରାଯାଇ ଏହି ଏହି କାର୍ଯ୍ୟକ୍ରମଟି ଅନୁ ଅନୁଷ୍ଠିତ ହୋଇଥିଲା I“ସୁସ୍ଥ ଆରମ୍ଭ, ଆଶାଜନକ ଭବିଷ୍ୟତ, ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଯେଉଁ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ସେଥ୍ରେ ଏକାଧିକ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ, ବିଭିନ୍ନ ଦଳର ସଦ ସଦସ୍ୟ, ସ୍ଥାନୀୟ ଅଞ୍ଚଳର ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସମେତ ପାଖାପାଖି ୧ १० ଜଣ ସ୍ଥାନୀୟ ବାସୀ ଯୋଗ ଦେଇଥିଲେସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସ୍ବାସ୍ଥ୍ୟସେବା ଯୋଗାଇବା ଏବଂ ସେମାନଙ୍କୁ ନିରୋଗ ରଖୁବା ପାଇଁ ନିଷ୍କାର କାର୍ଯ୍ୟ କରିଆସିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା I ସ୍ବାସ୍ଥ୍ୟକର୍ମୀମାନେ ଅଞ୍ଚଳବାସୀଙ୍କୁ ନିଃସ୍ବାର୍ଥପୁର କରାଯାଇଥିଲା I ଭାବେ ସେବା ଯୋଗାଇଆସିଥିବାରୁ ଟିଏସଏଫ ପକ୍ଷରୁ ସେମାନଙ୍କୁ ସମ୍ୱନ୍ଧିତକୁସୁପଙ୍ଗା ସ ସରପଞ୍ଚ ଅନିତା ନାୟକ, କୁସୁପଙ୍ଗା ୟୁପି ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ବେହେରା, ସମ୍ମାନିତ ଗ୍ରାମବାସୀ ସୀ ବିକଳ କୁମାର ନାୟକ, ଟାଟା ଷ୍ଟିଲ ଫାଉଣ୍ଡେ ଉଣ୍ଡେସନର ଜନସ୍ବାସ୍ଥ୍ୟ ପରିଚାଳକ ଗାୟତ୍ରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ Iର୍ଯ୍ୟକ୍ରମ ପରିଶେଷରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଟିଏସଏଫ ତରଫରୁ ସମ୍ମାନିତ କରାଯାଇଥିଲା ।ସେହିପରି ଟାଟା ଷ୍ଟିଲ ମେରାମଂଡଳୀ କଲୋନୀ ପରିସରରେ କର୍ମଚାରୀ ଏବଂ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଆସନ୍ତା ୧୨ ତାରିଖରେ ସେ ଯୋଜନା ଅଛି । ଏହି ସ୍ବାସ୍ଥ୍ୟ ଶିବିରରେ ବିଭିନ୍ନ ଡାକ୍ତରୀ ପରୀକ୍ଷା କରିବା ସହ କର୍ମଚାରୀ ମାନେ ସ୍ବାସ୍ଥ୍ୟ ପରାମର୍ଶ କରି ପାରିବେ|



