ପଂଚାୟତ କର୍ମଚାରୀଙ୍କ ଜାଣତରେ ଚାଲିଛି ମେସିନ କାର୍ଯ୍ୟ :ଜାଣିଶୁଣି ଚୁପଚାପ ତଦନ୍ତ ବାଟବଣା……
କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଂଚାୟତର ଦହିଖାଇ ଅମୃତ ସରୋବର ପୋଖରୀ କୋଡ଼ -୨୪୦୭୦୫୦୧୮/ଡବ୍ଲୁ ଏଚ /୧୦୪୯୪୦୨୩ ଦିନ ଦ୍ୱିପ୍ରହରେ ଚାଲିଛି ମନରେଗା ଯୋଜନା କାମ ୨୦୨୨ ମସିହା ଠାରୁ ଆରମ୍ଭ ହୋଇଥିବା ବେଳେ ଏହାର ସୁଯୋଗ ନେଇ ମେସିନ ଦ୍ୱାରା କରାଯାଇଛି କାର୍ଯ୍ୟ ଏହି ଅମୃତ ସରୋବର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନାହିଁ!ଜବ କାର୍ଡ ଧାରି କାମ ନ କରି ଶ୍ରମିକ କରୁଥିବା ଫୋଟୋ ଉଠେଇ ଟଙ୍କା ଆସୁଛି ୱେବସାଇଡ ରୁ ଚାରି ଲକ୍ଷ ଅଠତିରିଶ ହଜାର ଦୁଇଶହ କୋଡିଏ ଟଙ୍କା ପେମେଣ୍ଟ ହୋଇଥିବା ଜଣାପଡିଲା ପରେ ପଂଚାୟତ କାର୍ଯ୍ୟନିର୍ବାହୀକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ ସେହି ପୋଖରୀରୁ ମୋରମ ଆଣି ଅନ୍ୟ ଏକ ରାସ୍ତାରେ ପକାଇଥିବା ନଜିର ଆସିଛି ଗ୍ରାମର ଜବ କାର୍ଡ ଶ୍ରମିକ କାର୍ଯ୍ୟ ନ କରି ମେସିନ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି! ଶ୍ରମିକ କାର୍ଯ୍ୟ କରିନଥିବା କେମିତି ଟଙ୍କା ଆସୁଛି!ପୁଣି ଚତୁରତା ଶହ କିଛି ଶ୍ରମିକ ମାନଙ୍କୁ ନେଇ ଫୋଟୋ ଉଠେଇଥିବା ଜଣାପଡିବା ପରେ କର୍ମଚାରୀଙ୍କ ମନରେ ଛନଙ୍କା ପଶିଛି!ଗ୍ରାମ ବାସୀ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି!



