ମହା ଭାରତ ମହା ପାରାୟଣ ମହାଯଜ୍ଞ ଶୋଷିଆରେ ମହା ସମାରୋହରେ ଅନୁଷ୍ଠିତ

ଗୋଲାମୁଣ୍ଡା/୧୦/୫/୨୫/ବିଶ୍ୱର ଓ ଅଞ୍ଚଳର ମଙ୍ଗଳ କାମନା ନିମନ୍ତେ ଅନେକ ସ୍ଥାନରେ ଜାଜ୍ଞ ଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖମାର ହଲଦି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଶୋସିଆ ଗ୍ରାମରେ ଶ୍ରୀ ଶ୍ରୀ ମହା ଭାରତ ମହା ପାରାୟଣ ଯଜ୍ଞ ଅନୁଷ୍ଠିତ ହୋଇଛି, ଏହି ମହାଭାରତ ଯଜ୍ଞ ଗତ ତା ୧୨/୪/୨୫ଠାରୁ ତା ୧୨/୫/୨୫ ପ୍ରଯନ୍ତ ମହା ସମାରୋହରେ ପାଳିତ ହେଉଛି, ଦୈନିକ ହଜାର ହଜାର ସଂଖ୍ୟାରେ ଶ୍ରଦାଳୁ ଭକ୍ତ ମାନେ ଯୋଗ ଦେଇ ଜ୍ଞାନ ପାନ କରି ଧନ୍ୟ ମନେ କରି ଥାନ୍ତି,ପୂଜକ ସନ୍ତୋଷ କୁମାର ହୋତା, କର୍ତ୍ତା ଭବାନୀ ଶଙ୍କର ଯୋଶୀ, ଓ ତାଙ୍କ ପତ୍ନୀ ଜୋଷ ନା ମାଇ ଯୋଶୀ, ସଭା ପତି ବସନ୍ତ କୁମାର ଯୋଶୀ, ସମ୍ପାଦକ ବିଶ୍ଵ ଯିତ୍ ନେଗି, ସହ ସଂପାଦକ ରଘୁ ନାଥ ପାଣିଗ୍ରାହୀ, ଉପ ସଭାପିବିରଞ୍ଚି ଯୋଶୀ, କୋଣା ବୋରି ମଣ୍ଡନ, ଦାୟୀ ତ୍ୟ ରେ ଅଭିରାମ ସୁନା ନି ଅବନୀ ବାରିକ, ରଜକ ବାରିକ ପ୍ରମୁଖ ଓ ଗ୍ରାମ ବାସୀ ଙ୍କ ସହ ଯୋଗରେ ହଜାର ହଜାର ଲୋକ ଙ୍କୁ ଅର୍ନ ଭୋଜନ କରାଇ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ଘର କୁଅନ୍ଦର୍ ସହ ଫେରି ଥାନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ



