ଢେ଼ଙ୍କାନାଳ ଗାନ୍ଧି ମନ୍ଦିର ରୋଡ ସ୍ଥିତ ମା ତାରେଣି ଙ୍କ ପୀଠରେ ବୃଷ ସଂକ୍ରାନ୍ତି ଥିବାରୁ ବିଶେଷ ପୂଜା ଅର୍ଚ୍ଚନା କରାଯାଇ ଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହା ସ୍ନାନ ବସ୍ତ୍ର ବିଭିନ୍ନ ଫୁଲ ହାର ଲାଗି କରାଯାଇ ଥିଲା।ବିଭିନ୍ନ ଭୋଗ ରାଗ ଲାଗି କରାଯାଇ ଥିଲା। ମଧ୍ୟାହ୍ନ ସମୟରେ ହୋମ ଯଜ୍ଞ ସନ୍ଧ୍ୟାରେ ଆଳତି ରାତ୍ରରେ ପହଡ଼ ପଡ଼ିବ।



