କାର ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଲକ ମୃତ୍ୟୁ,
,,।ତା 20/5/2025, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଜୁନାଗଡରୁ ଧର୍ମଗଡ ଜାଉଥିବା ରାଜପଥର ଚିଚୈଗୁଡା ଛକଠାରେ ବାଇକ OD08U 6103 ଧର୍ମଗଡପଟରୁ ଭବାନିପାଟଣା ଜାଉଥିବାବେଲେ, ଜୁନାଗଡ଼ ପଟରୁ ଏକ କାର OD08 T 3707 ଆସୁଥିବାବେଳେ, ଚିଚୈଗୁଡା ଛକଠାରେ ମୁଁହା ମୁଁହି ଧକ୍କା ହୋଇଥିଲା, ଫଳରେ ବାଇକ ଚାଲକ ଦୁଇଜଣ ଗୁରୁତର ଥିବାରୁ ,ଗ୍ରାମରଲୋକ ଜୁନାଗଡ ପୋଲିସ କୁ ଜଣେଇ ବା ପରେ ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ମାନଙ୍କୁ ଜୁନାଗଡ ଡାକ୍ତରଖାନା କୁ ପଠାଇଥିଲେ,କିନ୍ତୁ ବହୁତ ଗୁରୁତର ଥିବାରୁ ଜୁନାଗଡ ଡାକ୍ତର ଭବାନିପାଟଣା ବଡ଼ ଡାକ୍ତରଖାନା କୁ ପଠାଇଥିଲେ,କିନ୍ତୁଭାଗ୍ୟରବିଡମ୍ବନା କିଛି ସମୟ ପରେ ,ବାଇକ ଚାଲକ ଦୁଇଜଣ ଭବାନିପାଟଣା ର ଶ୍ରୀ ସାହିଲ ପଟ୍ଟନାୟକ ଓ ରୋହନ ଭୋଇ ଭବାନୀପାଟଣା ଡାକ୍ତରଖାନା ରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି,ଜୁନାଗଡ ଥାନାରେ କେଶ ରୁଜୁ ହୋଇଛି,ପଲିଷ ତଦନ୍ତ ଜାରିରଖିଛି। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



