ଢେଙ୍କାନାଳ: ଭାଗୀରଥି ସାଗର କୁଳ ରେ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ୨୧ ଦିନ ଚାଲୁଥିବା ବେଳେ ଶେଷ ପାଞ୍ଚ ଦିନ ବିଭିନ୍ନ ପ୍ରକାରର ବେଶ ଅନୁଷ୍ଠିତ ହୋଇଥାଏ। ଆଜି ପଞ୍ଚମ ଦିନ ରେ ଭକ୍ତଙ୍କୁ ନଟ ବର ବେଶରେ ମଦନ ମୋହନ ଦର୍ଶନ ଦେଉଛନ୍ତି। ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାରର ବେଶ ସହ ଭୋଗ ଲାଗି ହେଉଥିଲା।ପୂଜକ ମନସୁମନ୍ ମିଶ୍ର, ପାଳିଆ ସେବକ ନିର୍ମଳ ମହାନ୍ତି, ବାବାଜୀ ମହାପାତ୍ର,କହାଳିଆ ଟିକନ୍ ବେହେରା ପ୍ରମୁଖ ସହଯୋଗ କରିଥିଲେ।

March 11, 2026/
No Comments


