
ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଲଂଜିଗଡ ବେଦାନ୍ତ ତରଫରୁ ଏକ ଲକ୍ଷ ବୃକ୍ଷ ରୋପଣ ର ସଂକଳ୍ପ। ଆଜି ଲଞ୍ଜିଗଡ ବଜାର ପଡ଼ିଆରେ ବେଦାନ୍ତ ଆଲୁମିନା ପକ୍ଷରୁ ଗୋଟିଏ ସଚେତନତା ସଭାର ଆୟୋଜନ କରାଯାଇଥିଲା, ଉକ୍ତ ସଭାରେ ମଞ୍ଚ ପରିଚାଳନା କରୁଥିଲେ ଶ୍ରୀମୁଖ ଅଗସ୍ତି ।

ବିକ୍ରମ କେଶରୀ ନାୟକ C H R O vedanta, ହର୍ଷବର୍ଦ୍ଧନ ପଣ୍ଡା ହେଡ H S E ବେଦାନ୍ତ, ପ୍ରବୀଣ ନାରାୟଣ ଦାସ ହେଡ୍ (E ,A ଓ L,A ଓ R and R)sangita pramod ସଦାଫୁଲେ ଡେପୁଟି ହେଡ଼ ରେଡ mud, ଅଖିଳ ପ୍ରଧାନ L S ଓ ହେଡ୍ security ବେଦାନ୍ତ , ଶିଶିର ତରଫଦର Head C S R ବେଦାନ୍ତ, ଶ୍ରୀଧର ପେଶ୍ନିଆ ସଭାପତି ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ, ଗୌରି ଭୁଇଆଁ ସରପଂଚ ରାଣୀ ପିଣ୍ଡା , ଶଶାଙ୍କ ଶେଖର ପାତ୍ର B D O ଲାଞ୍ଜିଗଡ , ଜିତେନ୍ଦ୍ର ବିଶ୍ଵାଳ I I C ଲାଞ୍ଜିଗଡ଼ ଥାନା, ଚନ୍ଦ୍ର ପେସ୍ନିଆ, ସୁବାସ ଅଗ୍ରୱାଲ, ବିନୋଦ ଗଉଡ, ଗୁରୁବାରି ଭୋଇ ସରପଂଚ ଅମଳାଭଟା, ଭଗବାନ ହୋତା ଡେପୁଟି ମେନେଜର E ,A ବେଦାନ୍ତ, ସୁବାସ ମହାପାତ୍ର ଏବଂ ଅନ୍ୟମାନେ ମଞ୍ଚାଷିନ ଥିଲେ ।

ଅଞ୍ଚଳର ବହୁ ମହିଳା ମାନେ ମଧ୍ଯ ଉପସ୍ଥିତ ଥିଲେ। ବେଦାନ୍ତର ନାରା ଥିଲା ମୋ ଘର ମୋ ପରିବାର। ମଞ୍ଚା ସିନ ସମସ୍ତ ଅତିଥି ବିଶ୍ଵ ପରିବେଶରେ ଗଛର ଉପକାରିତା ସଂପର୍କରେ ଆଲୋଚନା କରିଥଲେ। ବେଦାନ୍ତ ତିନି ମାସରେ ଅଞ୍ଚଳରେ ଏକ ଲକ୍ଷ ବୃକ୍ଷ ରୋପଣ କରିବ ବୋଲି ପ୍ରକାଶ କରିଥିଲା। ବେଦାନ୍ତ ଏହି ଅଞ୍ଚଳରେ ବହୁ ଜନହିତକର କାର୍ଯ୍ୟ କରିଆସୁଛି। ପ୍ରକାଶ ଥାଉକି vedanta C E O ତାଙ୍କର କର୍ଯ୍ୟବ୍ୟସ୍ତତା ଥାଇ ମଧ୍ଯ ଗୋଟିଏ ଅଡିଓ ବାର୍ତ୍ତା ଦ୍ଵାରା ଉକ୍ତ ସଭାକୁ ସମ୍ଭୋଦିତ କରିଥିଲେ । ଏହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିବାରେ ବହୁ ଲୋକଙ୍କ ହାତ ଥିଲା ତଥା ଅଭିନୟ ପ୍ରତାପ ,ବଣ୍ଟିରାଣୀ ପାଟିଗିରୀ, ରିତୁ, ସିମ୍ରନ, ଶୁଭଶ୍ରୀ, ପ୍ରତୁସ, ଆୟୁଷ ବେଦାନ୍ତ C S R, ଓଁକାର, ଶାନ୍ତନୁ, ପ୍ରତୀକ୍ଷା,କିରଣ । ଶେଷରେ ପ୍ରବୀଣ ନାରାୟଣ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ । କକଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।




