୨୯ OAS ଅଧିକାରୀଙ୍କ ବଦଳି । ୨୯ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି କଲେ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ RDC (CD) ସଚିବ। ଲିପ୍ ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ବୀରସେନ ପ୍ରଧାନ ହେଲେ ବ୍ରହ୍ମପୁର RDC (SD) ସଚିବ। ଆଶୁତୋଷ ସାମଲଙ୍କୁ କଟକ ଭୂଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଦାୟିତ୍ବ ଦିଆଯାଇଛି।
ଦେବାଶିଷ ପଟ୍ଟନାୟକ ହେଲେ କଟକ RDC (CD) ଅତିରିକ୍ତ ସଚିବ। ଶାନ୍ତନୁ କୁମାର ମହାନ୍ତି ହେଲେ OSBCLର ଜେନେରାଲ ମ୍ୟାନେଜର ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

