NCC ATC କ୍ୟାମ୍ପରେ ADV ର ଅବସପ୍ରାପ୍ତ ସୈନିକ ଯୋଗଦାନ , କ୍ୟାଡେଟ ପାଇଲେ ଦେଶ ସେବା ପ୍ରେରଣା

NCC ATC କ୍ୟାମ୍ପରେ ADV ର ଅବସପ୍ରାପ୍ତ ସୈନିକ ଯୋଗଦାନ , କ୍ୟାଡେଟ ପାଇଲେ ଦେଶ ସେବା ପ୍ରେରଣା

ତାଳଚେର Autonomous College ground ରେ ଚାଲିଥିବା 12th ଓଡ଼ିଶା Ncc ବାଟାଲିୟନ ର Annual Training Camp (ATC) ରେ ଅନୁଗୋଳ defence veteran association (ADV) ତରଫରୁ ଗତ କାଲି ‘Career Counselling’ କାର୍ଯକ୍ରମ କରାଯାଇଥିଲା । ଏହି କାର୍ଯ୍ୟ କ୍ରମ ରେ army staff,Ncc officers, ଓ ୬୦୦ ରୁ ଉର୍ଦ୍ଧ NCC Cadets ସହିତ ADV ର Executive ସଦସ୍ୟ ମାନେ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେଇ ଥିବା ଅବସର ପ୍ରାପ୍ତ ସୈନିକ ମାନେ ତାଙ୍କର ସେବା ସମୟର ଜୀବନର ଅନୁଭଵ ତଥା ଅନୁଭୂତି , ଦେଶ ସେବା ଓ ସଂଘର୍ଷ ର କାହାଣୀ Ncc cadets ମାନଙ୍କ ସହିତ ଅଂଶିଦାର କରିଥିଲେ । ଅବସର ପ୍ରାପ୍ତ ସୈନିକ ମାନଙ୍କର ଅନୁଭୂତି ଓ ସୌର୍ୟ ଗାଥା କ୍ୟାଡେଟ ମାନଙ୍କ ମଧ୍ୟରେ ଗଭୀର ପ୍ରଭାବ ପଡ଼ିଥିଲା । ସେମାନେ କେବଳ ଯୁଦ୍ଧ କ୍ଷେତ୍ରରେ ଅନୁଭଵ ବ୍ୟତୀତ, ନୀତି, ଅନୁଶାସନ ଓ ଦେଶ ପ୍ରେମ ପାଇଁ କେମିତି ଜୀବନ ଗଠନ କରାଯାଏ ତାହା ମଧ୍ୟ ଜଣାଇ ଥିଲେ ଏହି କ୍ୟାମ୍ପ ରେ ଶାରୀରିକ ପ୍ରଶିକ୍ଷଣ, ଡ୍ରିଲ , ଶସ୍ତ୍ର ଚାଳନା ଓ ଆତ୍ମସୁରକ୍ଷ ସହିତ ଯୋଗ ସେସନ୍ ମଧ୍ୟମରେ ମାନସିକ ଶାନ୍ତି, ଏକାଗ୍ରତା ବଢେଇବା ପାଇଁ ଅବସର ପ୍ରାପ୍ତ ସୈନିକ ମାନଙ୍କ ତରଫରୁ କୁହାଗଲା ।

ଏହି କ୍ୟାମ୍ପ ରେ ଯୋଗ ଦେଇ ଥିବା ଅବସର ପ୍ରାପ୍ତ ସୈନିକ ମାନଙ୍କ ର ଅନୁଶାସନ ଓ କାର୍ଯ୍ୟ ଶୈଳୀ କୁ ଦେଖି Ncc cadets ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଦେଖା ଯାଇଥିଲା। ଏହି ATC camp ରେ ADV ସଙ୍ଗଠନ ର ସଭାପତି ଅନିଲ କୁମାର ମହାନ୍ତି,ADV ର Executive ସଦସ୍ୟ ଜୟ କୃଷ୍ଣ ନାଥ, ମିଲନ ସିଂ,Talcher hub Incharge ଆଦିତ ମହାନ୍ତି, ପଙ୍କଜ ଲୋଚନ ଆୟଚ ଏବଂ ଅମୂଲ୍ୟ ନାୟକ ଯୋଗ ଦେଇ ଥିଲେ। ସର୍ବ ପ୍ରଥମ veteran ପଙ୍କଜ ଲୋଚନ adv ସଦସ୍ୟ ମାନଙ୍କ ବିଷୟର Cadets ମାନଙ୍କୁ ପରିଚିତ କରେଇବା ସହିତ ଦେଶପ୍ରେମ କଥା କହି cadet ମାନଙ୍କର ମନୋବଳ ବଢ଼ାଇଥିଲେ। Veteran ଅମୂଲ୍ୟ ନାୟକ କ୍ୟାରିଅର Counselling’ ର self assessment, Goal setting,self confidence ଭଳି Career Counselling’ ର ମୂଳ ବସ୍ତୁ ଗୁଡ଼ିକ ବିଷୟରେ କ୍ୟାଡେଟ ମାନଙ୍କୁ ଆକର୍ଷଣ କରାଇଥିଲେ । Veteran ଜୟ କୃଷ୍ଣ ନାଥ Indian Armed forces ରେ NDA ମାଧ୍ୟମ ରେ ଯାଇ ଦେଶ ସେବା ରେ ନିୟୋଜିତ ହେବା ତାହାର ସରଳ ଭାଷାରେ ରେ ବୁଝାଇ Cadets ମାନଙ୍କ ର confidence ବଢାଇ ଥିଲେ। Veteran ଆଦିତ ମହାନ୍ତି Ncc ର ଉଦ୍ଦେଶ୍ୟ, ସଫଳତା ଓ ଅଗ୍ନିବୀର ବିଷୟର ପୁଙ୍ଖାନୁପୁଙ୍ଖ ବିବରଣୀ Cadets ମାନଙ୍କୁ ଅବଗତ କରାଇଲେ।

Veteran Black cat commando ମିଲନ ସିଂ ନିଜର ଅନୁଭଵ ପ୍ରକାଶ କରି ଜଣାଇଲେ । ଶେଷରେ ସଭାପତି ଅନିଲ କୁମାର ମହାନ୍ତି ‘Career Counselling’ କର୍ଯ୍ୟ କ୍ରମରେ ଯୋଗ ଦେଇ ଥିବା ଅର୍ମୀ staff ଓ Ncc officers and cadets ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଏହି ଭଳି କାର୍ଯ୍ଯ କ୍ରମ ପ୍ରତ୍ୟେକ ସ୍କୁଲ ଓ କଲେଜ ମାନଙ୍କରେ ଅୟୋଜନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଶ ପ୍ରେମ ବିକଶିତ କରିବା ପାଇଁ ADV ସଙ୍ଗଠନ ତରଫରୁ ନିଷ୍ପତ୍ତି ନିଆଗଲା। ସର୍ଵ ଶେଷରେ ଭାରତ ମାତା କି ଜୟ ଓ ଜୟ ହିନ୍ଦ୍ ନାରା ଦେଇ କାର୍ଯ୍ଯ କ୍ରମ କୁ ଶେଷ କରାଗଲା ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech