ଆଜି ଢେ଼ଙ୍କାନାଳ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଆଖରେ ଲାଗିଲା ଚକ ବଳରାମ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ରଥ ଖଳାରେ ପହଞ୍ଚିଲା ପରେ ସେଠାରେ ପୂଜା ଅର୍ଚ୍ଚନା କରାଯାଇ ଅଖରେ ଚକ ସଂଯୋଗ କରାଗଲା । ପୂଜକ ମଳୟ କର ,ପଳିଆ ସେବକ ଶମ୍ଭୁନାଥ ମହାପାତ୍ର , ଦେଵତ୍ରୟ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ବିଶ୍ଵକର୍ମା ଅଶୋକ କୁମାର ମହାପାତ୍ର ଙ୍କ ଉପସ୍ଥିତିରେ ଅଖରେ ଚକ ସଂଯୋଗ ନୀତି ପାଳନ କରାଯାଇଥିଲା।



