ଢେ଼ଙ୍କାନାଳ ସଦର ବ୍ଲକ ଶୁଖାଇ କାଟେଣି କତକମଡା ଆମ୍ଭ ଚାଷୀ ରୁଦ୍ରାନ୍ତ କୁମାର ଦଳେଇ ଙ୍କ ଆମ୍ବ ବଗିଚାରେ ୧୫ଟିକିଆ ହାତୀ ପଲ ପଶି ୧୦୦ ରୁ ଉର୍ଦ୍ଧ ଗଛକୁ ନଷ୍ଟ କରି ଦେଇଛନ୍ତି । ଓ ୨ଟି ୧୦ ଇଞ୍ଚି ଆ ବୋରୱଲ୍ ଓପଡ଼ି ଦେଇଛନ୍ତି । ସରକାରଙ୍କ ତରଫରୁ ସରକାରୀ ସହାୟତା ନମିଳିଲେ ରାଜରାସ୍ତାକୁ ଓହ୍ଲାଇ ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେବେ ।

February 13, 2026/
No Comments


