ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର – ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଖଟୁଆ, ସଭାପତି ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ସମ୍ପାଦକ ତାପସ ସରଘରିଆ, ଅନ୍ୟାନ୍ୟ ସଭ୍ୟ ଶ୍ରୀଯୁକ୍ତ ଶକ୍ତି ବରାଳ, ବବି ଇସଲାମ, ଅଶୋକ ପତି, ଶୈଳେନ୍ଦ୍ର ପରିଡା, ସିଲୁ ମହାନ୍ତି, ଶିବ ମହାନ୍ତି, ଅବତାର ସିଂହ, ଚନ୍ଦନ ମହାପାତ୍ର ଏବଂ ପ୍ରଦୀପ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ମିଳନୀରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ କାର୍ଯ୍ୟରତ ସମସ୍ତ ବିଭାଗର କର୍ମକର୍ତ୍ତା ଙ୍କ ବିଷୟ ରେ ଆଲୋଚନା ହୋଇଥିଲା l

ଓଡ଼ିଆ ସିନେମା ଜଗତକୁ ୮୭ବର୍ଷ ପୂର୍ତ୍ତୀ ହେବା ପର୍ଯ୍ୟନ୍ତ ନିର୍ଦ୍ଦେଶକ ମାନଙ୍କର କୌଣସି ସଂଗଠନ ନଥିଲା। ଏବେ ସୌଭାଗ୍ୟ ବଶତଃ ଓଡ଼ିଆ ସିନେମା ଏବଂ ଟିଭି ଜଗତର ସାମଗ୍ରିକ ଉନ୍ନତି ପାଇଁ ଗତ ତିନିବର୍ଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଡାଇରେକ୍ଟରସ୍ ଆସୋସିସନ ଗଠନ ହୋଇଛି । ତେବେ ଗତକାଲି ଏକ ପ୍ରେସ ମିଟରେ ସଂଗଠନ ଦ୍ଵାରା ଯେଉଁ ଉନ୍ନତିମୂଳକ କାର୍ଯ୍ୟ ସଂଘ କରିଛି ତାହା ଆଗାମୀ ସମୟରେ ଯାହା କରିବାକୁ ଯାଉଛନ୍ତି ତାହାର ସୂଚନା ଦେଇଛନ୍ତି ।୧- ସଂଗଠନ ହେବା ଦ୍ୱାରା ପରେ ସବୁ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ସହ ପ୍ରଯୋଜକ ସଂଘ, ଟେକ୍ନିସିଆନ୍ସ -ୱାର୍କର ସଂଘ, କ୍ୟାମେରା ମ୍ୟାନ ସଂଘ, ଲେଖକ ସଂଘ ଓ ସମସ୍ତ ଟିଭି ଚ୍ୟାନେଲ ସହ ସୁସମ୍ପର୍କ ସ୍ଥାପନ ହୋଇପାରିଛି। ଯାହାଦ୍ବାରା ଅନେକ ନିର୍ଦ୍ଦେଶକଙ୍କ ପେମେଣ୍ଟ ବାବଦରେ ସମସ୍ୟ ସବୁକୁ ଖୁବ୍ ସହଜରେ ସମାଧାନ ହୋଇପାରିଛି ଏବଂ ସିନେ ପ୍ରଯୋଜକ ଟିଭି ଚ୍ୟାନେଲ ସହ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ଅନାୟାସରେ ହୋଇପାରିଛି।୨- ପ୍ରଯୋଜକମାନଙ୍କର କାମ ସୁରୁଖୁରୁରେ ହେବା ଏବଂ କାମ ଉଚ୍ଚମାନର ହେବା ସହ ପ୍ରଯୋଜକମାନେ କିଭଳି ଲାଭବାନ ହେବେ ସେଥିପ୍ରତି ସଂଗଠନ ନିଜେ ସଚେତନ ରହିବା ସହିତ ସଭ୍ୟମାନଙ୍କୁ ମଧ୍ୟ ସଚେତନ କରାଉଚି।୩- ନିର୍ଦ୍ଦେଶକ ସଂଘ କେବଳ ଉଚ୍ଚମାନର ସିନେମା ବା ଧାରାବାହିକ ନିର୍ମାଣ କରାଇବା ପାଇଁ ସଚେତନ ଅଛି ତା ନୁହେଁ ବରଂ ସିନେମା ଓ ଧାରାବାହିକ ସହିତ ସଂପୃକ୍ତ ୩ୟ, ୪ର୍ଥ ଶ୍ରେଣୀର କର୍ମଚାରୀମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଅନେକ ସମୟରେ ସେମାନଙ୍କ କାନ୍ଧ ସହିତ କାନ୍ଧ ମିଶେଇ ଛିଡ଼ା ହେବାପାଇଁ ପ୍ରତିଶ୍ରୁତିବଦ୍ଧ।୪- ନିର୍ଦ୍ଦେଶକ ସଂଘ କେବଳ ସିନେମା ଏବଂ ଧାରାବାହିକ ପ୍ରତି ତାର ଦାୟିତ୍ଵ ବୋଧକୁ ସ୍ବୀକାର କରିଛି ତା ନୁହେଁ ସମାଜ ପ୍ରତି ଥିବା ତାର କର୍ତ୍ତବ୍ୟକୁ ବାରମ୍ବାର ପାଳନ କରିବାକୁ ଭୁଲି ନାହିଁ, ଯେମିତିକି ଖରା ଦିନେ ପଥିକମାନଙ୍କୁ ଜଳଦାନ, ଛତା ବଣ୍ଟନ, ଟୋପି ବଣ୍ଟନ, ପଣା ବଣ୍ଟନ, ବୃକ୍ଷ ରୋପଣ, ରକ୍ତଦାନ, ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ପାଇଁ ପାଣି ପଣା ଛତା ଇତ୍ୟାଦି ବାଣ୍ଟିବା ସହ ସମାଜର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।୫- ନିର୍ଦ୍ଦେଶକମାନଙ୍କର ଅସମୟରେ ନିର୍ଦ୍ଦେଶକ ସଂଘ ସବୁବେଳେ ଛିଡ଼ାହୋଇ ଆସିଚି, ବିଶେଷକରି ଯଦି କେହି ଜଣେ ନିର୍ଦ୍ଦେଶକ ଅସମୟରେ ମୃତ୍ୟୁବରଣ କରିଛନ୍ତି ନିର୍ଦ୍ଦେଶକ ସଂଘ ସେମାନେ ସଭ୍ୟ କି ନୁହଁନ୍ତି ସେଥିପ୍ରତି ଧ୍ୟାନ ନଦେଇ ତାଙ୍କ ପରିବାରସହ ଆର୍ଥିକ ଏବଂ ମାନସିକ ସ୍ତରରେ ଦୃଢ଼ଭାବରେ ଛିଡ଼ାହୋଇ ଆସିଚି ଯେପରିକି ଅଶୋକ ଶର୍ମା, ତୃପ୍ତି ବିଶ୍ଵାଳଙ୍କ ପରିବାର ଏ କଥାର ମୁକସାକ୍ଷୀ।୬- ଅନେକ ନିର୍ଦ୍ଦେଶକ ଗୋଟେ ନିର୍ଦ୍ଧିଷ୍ଟ ସମୟପରେ ସିଧାସଳଖ ଭାବେ କାର୍ଯ୍ୟକ୍ଷମ ରହିପାରନ୍ତି ନାହିଁ ଆଉ ତାପରେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାର ଅସହାୟତା ଭିତରକୁ ଠେଲି ହେଇଯାନ୍ତି। ଦୁଃଖର କଥା ଓଡ଼ିଆ ସିନେମା ଜଗତ ୮୭ବର୍ଷରେ ପହଞ୍ଚିଥିଲେ ମଧ୍ୟ, ଏ ବିଷୟରେ କେହିକେବେ ଚିନ୍ତାକଲେ ନାହିଁ।ନିର୍ଦ୍ଦେଶକ ସଂଘ ତାର ବାର୍ଷିକ ଉତ୍ସବରେ ପ୍ରଥମ ଥର ପାଇଁ ଏଥି ପ୍ରତି ଅଣ୍ଟା ଭିଡ଼ିଥିଲା। ଦୁଇଜଣ ପୁରୁଖା ନିର୍ଦ୍ଦେଶକଙ୍କୁ ଆଜୀବନ ମାସିକ ୫୦୦୦ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କଲା ଏବଂ ତା ସହିତ ଉଭୟଙ୍କୁ ଏକକାଳୀନ ୫୦,୦୦୦ ଟଙ୍କା ଲେଖାଏଁ ଅନୁଦାନ ଦେଲା (ଉକ୍ତ ଦୁଇଜଣ ନିର୍ଦ୍ଦେଶକ ହେଲେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ଏବଂ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ନାୟକ)। ଏ ଅନୁଦାନ ଆମକୁ ଯୋଗେଇ ଦେଇଛନ୍ତି ଡଃ ଅଚ୍ୟୁତ ସାମନ୍ତ ମହୋଦୟ ତଥା କିସ୍ ଫାଉଣ୍ଡେସନ। ପ୍ରତିବର୍ଷ ନିର୍ଦ୍ଦେଶକ ସଂଘ ଏହିଭଳି ଆବଶ୍ୟକ କରୁଥିବା ବରିଷ୍ଠ ନିର୍ଦ୍ଦେଶକଙ୍କୁ ଏକକାଳୀନ ଏବଂ ମାସିକ ଆଜୀବନ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ପ୍ରତିଜ୍ଞାବଦ୍ଧ।୭- ନିର୍ଦ୍ଦେଶକ ସଂଘ ସିନେମା ଓ ଧାରାବାହିକ ଜଗତ ତଥା ତାସହିତ କାମକରୁଥିବା ପ୍ରତ୍ୟେକଟି ବ୍ୟକ୍ତିର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ସହିତ ବାରମ୍ବାର ଆଲୋଚନକରିଚାଲିଚି ଏବଂ ସରକାର ମଧ୍ୟ ସେଥିପ୍ରତି ସଯତ୍ନେ ପ୍ରତିଶ୍ରୁତି ଦେଇଛନ୍ତି।୮- ଆଜି ପ୍ରେସ ମିଟ୍ ଅବସରରେ ଓଡ଼ିଆ ସିନେମା ଏବଂ ଧାରାବାହିକ ନିର୍ଦ୍ଦେଶକ ସଂଘ ତରଫରୁ ସଂଘର ପ୍ରତ୍ୟେକଟି ସଭ୍ୟଙ୍କୁ ଧନ୍ୟବାଦ୍ ଦେବା ସହ ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତର ଅନ୍ୟ ସମସ୍ତ ସଂଗଠନକୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି କାରଣ ସେ ସମସ୍ତ ସଂଗଠନ ପ୍ରତ୍ୟେକ ସମୟରେ ସହଯୋଗ କରିଛନ୍ତି ସେକଥା ନୁହେଁ ବରଂ ସୁଖ ଦୁଃଖରେ ଭାଇ ଭଳି ଛିଡା ହେଇଛନ୍ତି ଏବଂ OFTDA ଓଡ଼ିଶା ସରକାରଙ୍କୁ ତାଙ୍କର ସମସ୍ତ ସହଯୋଗ ପାଇଁ ବିନମ୍ର ଭାବରେ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି l

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech