ଢେଙ୍କାନାଳ ଜିଲ୍ଲାରେ ଗଢ଼ିରହିଛି କଳକାରଖାନା,ରୁଙ୍ଗଟା, ମାଇନ୍ସର ମନମୁଖି କାର୍ଯ୍ୟକୁ ବିରୋଧ, ଟ୍ରକ୍ ମାଲିକ ସବୁ ସଂଘ ନେତୃତ୍ଵରେ ଆନ୍ଦୋଳନ, ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନାଝାଡ଼ବନ୍ଧ ଗ୍ରାମ ନିକଟରେ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତିପୂରଣ କରାଯାଉନଥିବାରୁ ବ୍ରାହ୍ମଣୀଟ୍ରକ୍ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ରୁଙ୍ଗଟା କମ୍ପାନୀ କର୍ତ୍ତ୍ଵପକ୍ଷ ଏବଂ ବିସ୍ଥାପିତଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି କାରଖାନାରେ ଜମି ହରାଇଥିବା ୫୫ବିସ୍ଥାପିତ ପରିବାରକୁ ସ୍ଥାୟୀ ନିଯୁକ୍ତିସହ କ୍ଷତିପୂରଣ ଦେବାକୁ ଦାବି କରାଯାଇଥିଲା କାରଖାନା କର୍ତ୍ତ୍ଵପକ୍ଷବାରମ୍ଵାର ପ୍ରତିଶ୍ରୁତି ଦେଇ ପରେ ତାହାକୁ ପାଳନ କରୁନଥିଲେ କାରଖାନାରେ ଯେଉଁମାନଙ୍କ ୪ ଏକର ଭିଟାମାଟି ଘର ଜମି ଯାଇଛି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କିମ୍ଵା ଏକକାଳୀନ କ୍ଷତିପୂରଣ ଦେବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ବାରମ୍ଵାର ପ୍ରତିଶ୍ରୁତି ଦେଇ,Oକିବା ପରେ ଦୀର୍ଘ ୧୮ବର୍ଷ ଧରି ବିସ୍ଥାପିତ ଅପେକ୍ଷା କରି ରହିଥିଲେ ଏହା ସହ କମ୍ପାନୀ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟେକ ପରିବାରରୁ ଜଣକୁ ନିୟୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଥିଲା ସରକାରଙ୍କ ଥଇଥାନ ଏବଂ ପୁର୍ନବାସ ନିୟମ ଅନୁସାରେ ବିସ୍ଥାପିତମାନଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରିନପାରିଲେ ଏକ କାଳନୀ ସମସ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କଥା କିନ୍ତୁ କମ୍ପାନୀ ଆରମ୍ଭ ହେବ। ପରେ ଏକକାଳୀନ ସହାୟତା ରାଶି ପାଇଁ ପ୍ରଶାସନ ବିସ୍ଥାପିତ ପରିବାର ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ସମୟରେ ବୈଠକ ହୋଇଥିଲା ବୈଠକରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବାପାଇଁ କମ୍ପାନୀ କର୍ତ୍ତ୍ଵ ପକ୍ଷ ମଧ୍ୟସହମତି ପ୍ରକାଶ କରିଥିଲେ କିନ୍ତୁ ତାହା କାର୍ଯ୍ୟକାରୀ କରିଲେ ନାହିଁ ବାରମ୍ଵାର ପ୍ରତିଶ୍ରୁତି ଦେଇ ଠକିବା ପରେ ଶନିବାର କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ବ୍ରାହ୍ମଣୀ ଟ୍ରକ 6 ୱଲଫେୟାର ଆସୋସିଏସନତରଫରୁବିଭିନ୍ନ ଦାବି ନେଇ ଆନ୍ଦୋଳନ କରାଯାଇଛି ଆନ୍ଦୋଳନରେ,ଏହି, ଢେଙ୍କାନାଳ ଜିଲ୍ଲାରେ ଜଣାଶୁଣା, ଅନେକ ଗ୍ରାମବାସି ମାନଙ୍କର ବିପଦ ଆପଦରେଠିଆହୁଅନ୍ତି, ଆଉ କିଏ ନୁହେଁ ପୂର୍ବତନ ବିଧାୟକ, ସୁଧୀର ସାମର,ନିଧିଭାଇନାମରେ ଛୁଟଠାରୁ ବଡ଼ ମାନେଯାଣନ୍ତି, ସାମିଲ ହୋଇ କହିଥିଲେ ଯେ ସ୍ଥାନୀୟଅଞ୍ଚଳର ଜମି ଅଧିଗ୍ରହଣ କରି କାରଖାନା ଚାଲିଥିବାବେଳେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉନାହିଁ ସେହିପରି ଜମିହରା ପ୍ରଜାମାନଙ୍କ ଦାବି ପୂରଣ କରୁନାହିଁ ଲୋକେ ଜମିବାଡ଼ି ବିକ୍ରିକରି ଟ୍ରକ କରି ଗାଡିଟିଏ କରି ବସନ୍ତି ଆମଅଞ୍ଚଳରେ କଳକାରଖାନା ଲଗାଇଥିବା,ବେଳେ ଟ୍ରକକୁ କାରଖାନାରେ ନିୟୋଜିତ କରାଯାଉନାହିଁ ଲୋକମାନେ ଗାଡ଼ି ବିକ୍ରିକରିସାରିଲେଣି ଏଭଳି ସ୍ଥିତିରେ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦାବି ପୂରଣ ନହେବାଯାଏ ଆନ୍ଦୋଳନ ଚାଲିବବୋଲି ସେ କହିଛନ୍ତି ଶହଶହ ପ୍ରଜାକାରଖାନା ସମ୍ମୁଖରେ ଆନ୍ଦୋଳନ ଚଳାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୁଲିସ୍ ମୁତୟନ କରାଯାଇଛି, ଢେଙ୍କାନାଳ ରୁ ମହାପାତ୍ରଙ୍କ ଖବର

April 22, 2026/
No Comments


