ସମ୍ବାଦ ସାହିତ୍ୟ ତରଫରୁ ଓ ଏବିଭିପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।…

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ପିଲିକିଆ ଗ୍ରାମରେ 12/7/2025ଦିନ ସମ୍ବାଦ ସାହିତ୍ୟ ଘର ଓ ଜଗମୋହନ ହାଇସ୍କୁଲ ର ମିଳିତ ଆନୁକୁଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଛି, ପ୍ରଧାନଶିକ୍ଷକ କାହ୍ନୁଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ସମାଜସେବି ଉଦ୍ଧବସାହୁ,ନିରଞ୍ଜନ ସାହାଣି,ପ୍ରଭାତ ନାଏକ,ସୁସାନ୍ତସରାଫ, ସଂଜିବ ମେହେର,ମନ୍ମଥ ପଣ୍ଡା,କବି ପଣ୍ଡା,ଯୋଗଦେଇଥିବାବେଲେ, ଗୋଲାମୁଣ୍ଡା ଅଖିଲଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତରଫରୁରାଷ୍ଟ୍ରିୟ ବିଦ୍ୟାର୍ଥୀ ଦିବସ ଓ ଏବିଭିପିର 77ତମପ୍ରତିଷ୍ଟାଦିବସରେବୃକ୍ଷରୋପଣ କାର୍ଯ୍ୟକ୍ରମ ଏବିଭିପି ଜିଲ୍ଲା ଗୋଲାମୁଣ୍ଡା ନଗର ସମ୍ପାଦକ ଦିବ୍ୟ ରଞ୍ଜନ ରାଉତ, ନଗର କାର୍ଯ୍ୟକର୍ତ୍ତା ଅବିନାଶ ରାଉତ, ଦିବ୍ୟାନଶ ମୁଣ୍ଡ, ଲକ୍ଷ୍ମୀ କାନ୍ତ ରଣା,ପ୍ରୃଥିରାଜ ଚଲାନ,ଥବିର ଅଗ୍ରୱାଲ, ଧର୍ମେନ୍ଦ୍ର ଚଣ୍ଡି,ଲୋପେନ୍ଦ୍ର ଶବର, ଉପସ୍ଥିତ ରହିଥିଲେ,ପଲ୍ଲିକବି ସତ୍ୟନାଏକଙ୍କକବିତାରୁ ପିଲିକିଆ ଜଗମୋହନ ହାଇସ୍କୁଲ ର ଶିକ୍ଷକ ଶାହାଣିସଚେତନ ବାର୍ତ୍ତା ଦେଇଥିଲେ,ସାହିତ୍ୟ ଘର ସଭାପତି ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ କରି ପରିବେଶର ପରିବର୍ତ୍ତନ ବିଷୟରେ ଅବଗତ କରାଇଥିଲେ,ଓ ସମ୍ପାଦଜୁନାଗଡ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଧନ୍ୟବାଦ ଦେଇଥିଲେ,ହାବଶପୁରପ୍ରତିନିଧିସହଯୋଗକରିଥିଲେ…। କଳାହାଣ୍ଡି ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



