ଗୋଲାମୁଣ୍ଡା ର ଯୁବ ବ୍ୟବସାଇ ବିଦ୍ୟୁତ ସନସ୍ପର୍ଶିରେ ମୁତ୍ୱ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ସୁବ୍ୟବସାଇ ଜଣକ ହେଲେ ସୁବାସ ଅଗ୍ରୱାଲ ଙ୍କ ପୁଅ ରାଜେଶ ଅଗ୍ରୱାଲ ନିଜ ଘର ବିଦ୍ୟୁତ ସଂସ୍ପରରେ ଲାଗି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବିୟୋଗ ରେ ଗୋଲାମୁଣ୍ଡା ତଥା ଗୋଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ସୁବ୍ୟବସାଇ ଯୁବକ ନାମ ଅର୍ଜୁନ କରିଛନ୍ତି ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



