ଢେଙ୍କାନାଳରେ ନୂତନ ଜିଲାପାଳଙ୍କ ଦାୟୀତ୍ବ ଗ୍ରହଣ
ଢେଙ୍କାନାଳ୨୮/୦୭- ଆଜି ପୂର୍ବାହ୍ନରେ ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶିଷ ଇଶ୍ଵର ପାଟିଲ ନୂତନ ଜିଲ୍ଲାପାଳ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ମାଲକାନଗିରିର ଜିଲ୍ଲାପାଳ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ।

All rights reserved. Designed by Inter Softech