ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଡ଼ିପା ଭୂତେଶ୍ୱର୍ ଶିବ ମନ୍ଦିର ରେ ବୋଲ ବମ କାଉଡ଼ିଆ ଙ୍କ ଭିଡ଼ ଜମିଥିଲା।ଏଠାରେ ଭୂତେଶ୍ୱର ବାବା ଙ୍କ ଠାରେ ମନସ୍କାମନା କଲେ ଦୁଃଖ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।ଏହି ମନ୍ଦିରରେ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଭିଡ଼ ହୋଇଥାଏ।ଏହି ବୋଲ ବମ ରେ ଅମିତ୍ ପଟେଲ,ନୀଳମଣି ନାଏକ,ରାଜନ୍ ପଟେଲ,ସଞ୍ଜୟ ରାଉତ,ସୁଧୀର ଭୋଇ,ନରେନ୍ଦ୍ର ସାହୁ,କାର୍ତ୍ତିକ ବଗର୍ତ୍ତି,ସୁବ୍ରତ ଭୋଇ,ଅମିତ୍ କିରଣ ନାଏକ,ପୂର୍ଣ୍ଣଚନ୍ଦ୍ର ମାରେଇ,ସନ୍ତୋଷ ପ୍ରଧାନ,ଇତ୍ୟାଦି ସହଯୋଗ କରିଥିଲେ।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍।




