ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା । ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍ । ୧ ଲକ୍ଷ ୮୧ ହଜାର ୬୮୪ ଟି ପ୍ଲଟ୍ରେ ହୋଇନି ଧାନ ଚାଷ । ଏନେଇ ୭ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ । ସ୍ପଷ୍ଟୀକରଣ ନରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହରୁ ବାଦ୍ ପଡ଼ିବେ । ଜମିରେ ଚାଷ ନକରି ଧାନ ସଂଗ୍ରହ ପାଇଁ କରିଥିଲେ ପଞ୍ଜୀକରଣ ।
ସାଟେଲାଇଟ୍ ସର୍ଭେରେ ଧରାପଡ଼ିଲା ଚାଷୀଙ୍କ ମିଥ୍ୟା ତଥ୍ୟ । ୨୦୨୪-୨୫ ରବି ଋତୁ ଧାନ ସଂଗ୍ରହ ପାଇଁ କରିଥିଲେ ପଞ୍ଜୀକରଣ।।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


