ଆଜି ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ ୟୋଗ ଜିଲ୍ଲା ର ସୂର୍ଯ୍ୟ ମଣ୍ଡପ ୟୋଗ କେନ୍ଦ୍ର ଠାରେ ଶ୍ରଦ୍ଧୟ ପ୍ରକାଶ ଲାଲ ଜୀ ଙ୍କର ୧୬ ତମ ସ୍ମୃତି ଦିବସରେ ପାଳନ କରାଯାଇଛି। ଉକ୍ତ ଶ୍ରୁତି ଦିବସରେ ମୟୁରଭଂଜ ଜିଲ୍ଲାର ରିଟାର୍ଡ ଭିଜିଲାନସ୍ ଏସପି ଗଣେଶଚନ୍ଦ୍ର ପ୍ରଧାନଜି ମୂଖ୍ୟ ଅତିଥି. ସୂର୍ଯ୍ୟ ମଣ୍ଡପ ଏମ ଡି ଶ୍ରୀ ସୌମେନ୍ଦ୍ର ପଟ୍ଟନାୟକ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।ଏଥିରେ ୟୋଗ ଜିଲ୍ଲା ପ୍ରଧାନ ସୁଶିଲ ଜି ଧ୍ୟାନ ଓ ଜିଲ୍ଲା ଉପ ପ୍ରଧାନ ରଘୁନାଥ ତ୍ରିପାଠୀ ଜି ସଭାପତିତ୍ବ କରିଥିଲେ। ଡ।,ଧାରମା ନନ୍ଦ ପୃଷ୍ଟିବ ଜି ପରିଚାଳନା କରାଇଥିଲେ ଇନ୍ଦିରା ଦେବତା ଜି ଆସନ ଓ ସମସ୍ତ ଅଧିକାରୀ ପ୍ରାଣାୟାମ ଓ କେନ୍ଦ୍ର ପ୍ରମୁଖ ସାଧକ ସାଧିକ। ୟୋଗ କରିଥିଲେ। ଶେଷରେ ଶରତ କୁମାର ଲେଙ୍କା ଜି ଧନ୍ୟବାଦ୍ ଦେଇ ସଭା ସଙ୍ଗ କରାଇଥିଲେ



