ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏସ୍ପି ନିଯୁକ୍ତ । ତୁରନ୍ତ ରିଲିଭ୍ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରାଳୟର ଚିଠି । ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର IPS ଅଫିସର ସାଗରିକା ନାଥ । ବର୍ତ୍ତମାନ ଖୋର୍ଦ୍ଧା ଏସ୍ପି ଭାବେ ସାଗରିକା ନାଥ କାର୍ଯ୍ୟ କରୁଛନ୍ତି ।

May 4, 2026/
No Comments


