ସାମାନ୍ୟ ବଚସାରୁ ମୋବାଇଲ୍ ଦୋକାନୀକୁ ଆକ୍ରମଣ, ଦୋକାନୀ ମୃତ

ସାମାନ୍ୟ ବଚସାରୁ ମୋବାଇଲ୍ ଦୋକାନୀ କୁ ଆକ୍ରମଣ, ଆକ୍ରମଣ ରେ ଦୋକାନୀ ମୃତ। ଏହିଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯେlଡା ଥାନା ଅନ୍ତର୍ଗତ ରେ। ସୂଚନା ଅନୁଯାୟୀ ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ସାପ୍ତାହିକ ହାଟରେ ଦେlକାନୀକୁ ମାରଣାତ୍ସ ରେ ଆକ୍ରମଣ l ଦେlକାନୀ ମୣତ l

ମୣତ ଦେlକାନୀ ଚମ୍ପୁଆ ଥାନା ତଥା ଚମ୍ପୁଆ ଏନଏସି ଅନ୍ତର୍ଗତ ତିନି ନମ୍ବର ଓ୍ବାର୍ଡ ଅଲ୍ଲୀ ନଗରର ମହମ୍ମଦ ସଦ୍ଦାମ lସେ କଣ୍ଡରା ସାପ୍ତାହିକ ହାଟରେ ମେlବାଇଲ ଦେlକାନ କରିଥିବା ବେଳେ ମେlବାଇଲ ଖେlଳ କିଣାକୁ ନେଇ କିଛି ଯୁବକକଂ ସହ ତାକଂ ପାଟିତୁଣ୍ଡ ହୋଇଥିଲା l ଦୋକାନୀ କୁ ଭୁଜାଲିରେ ଆକ୍ରମଣ ହେବାରୁ ଗୁରୁତର ଅବସ୍ଥାରେ ବାସୁଦେବ ପୁର ଡାକ୍ତର ଖାନାରେ ଅଣାଯାଇଥିଲା ବାଟରେ ତାକଂ ମୣତ୍ୟୁ ଘଟିଛି lଆକ୍ରମଣ କରିଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହେଇ ଯାଇଥିବା ବେଳେ ପେlଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟପଟେ ଘଟଣାକୁ ନେଇ ବାସୁଦେବପୁର ଡାକ୍ତର ଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ତେବେ ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


