
ଉଦୟପୁର ଜି ପି ର ପାନୀୟ ଜଳ ଯୋଗାଣର ମେସିନ ର ପାଇପ କୁ କେଓଁ ଅସାମିଯିକ ଲୋକ କାଟିଦେଇଛନ୍ତି ଯାହାଦ୍ବାରା ଗାଁ ଲୋକମାନେ ପିଇବା ପାଣି ପାଇ ପାରୁନାହାନ୍ତି ସେଥୂପାଇଁ ଲୋକେ ଥାନାର ଦ୍ବାରସୁ ହେବାପାଇଁ ମନ କରିଛନ୍ତି ପଞ୍ଚାୟତର ସରପଞ୍ଚ କୁ ମଧ୍ୟ ଏ ବାବଦରେ ଜଣାଇଛନ୍ତି ସରପଞ୍ଚ ମଧ୍ଯ ଏଥୂପ୍ରତି ଦୃଷ୍ଟି ଦେବେବୋଲି କହିଛନ୍ତି ତା ସହିତ ଶିବମନ୍ଦିର ଜଗନ୍ନାଥ ମନ୍ଦିର ଓ ବସୁଲି ମନ୍ଦିର ର କିଛି ଅଂଶ ଭାଙ୍ଗି ଦେଇଛନ୍ତି ଜାଗ୍ରତ ଭରତ ନିଉଜ କେଉଁଝର ରୁ ହୃଦାନନ୍ଦ ମହାପାତ୍ର ଙ୍କ ดิฉเด์*****
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଘଟଣା



