
ସ୍ତ୍ରୀ ସରପଞ୍ଚ ଗାଦି ସମ୍ଭାଳୁଛନ୍ତି ସ୍ୱାମୀ…. ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଂଚାୟତ ସରପଞ୍ଚ ଦୀପାମଞ୍ଜରୀ ସାହୁ କିନ୍ତୁ ପଂଚାୟତର ସମସ୍ତ କାର୍ଯ୍ୟ କରୁଛନ୍ତି ସ୍ୱାମୀ ଦେବରାଜ ସାହୁ!ସରପଞ୍ଚ ହେବା ଠାରୁ ପଂଚାୟତରେ କେବେ ଦେଖିବାକୁ ମିଳେ ନାହିଁ!ସମସ୍ତ କାର୍ଯ୍ୟ କରୁଛନ୍ତି ପ୍ରାକ୍ତି ସରପଞ୍ଚ ଦେବରାଜ ସାହୁ!ଜନ ଶୁଣାଣିର ଅଭିଯୋଗ ପରେ ମିଳିଛି ସମ୍ପୂର୍ଣ୍ଣ ତଥ୍ୟ DM20251181329 ଯାହା ଆଇନ ବିରୋଧ ସରକାର ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପଂଚାୟତ ବାସୀ ଦାବି କରିଛନ୍ତି।




