ଢ଼େଙ୍କାନାଳ ବସ ଷ୍ଟାଣ୍ଡ ଠାରେ ଥିବା ବାବା ଆଖଣ୍ଡଳମଣି ଅଟୋ ଆସୋସିଏସନ ପକ୍ଷ ରୁ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି। ଉକ୍ତ ସମାରୋହ କୁ ଲିଗାଲ ଆଡଭାଇଜର ପତିତପାବନ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ସଭାପତି ରମେଶ ମହାନ୍ତି, ଗୌତମ ଉଦୟ ସିଂହ ସମସ୍ତ ଅଟୋ କର୍ମଚାରୀ ଙ୍କ ଉପସ୍ଥିତି ରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି।

April 30, 2026/
No Comments


