ଘୋର କଳୀକାଳ, ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ
ଦୁନିଆକୁ ଘାରିଛି ଘୋର କଳୀକାଳ, ରକ୍ତ ଚିନ୍ନହୁନି ନିଜ ରକ୍ତକୁ, ସାନ ଭାଇର ଟାଗିଂଆ ଚେlଟରେ ବଡ ଭାଇର ମୣତ୍ୟ l ଏହିଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି କଲେlନୀ ସାହିରୁ l ଗତ ରାତି ପ୍ରାୟ ସାତଟା ବେଳେ ଘଟିଛି ଏହି ହୃଦୟ ବିଦାରକ ଘଟଣା l ମଦ ନିଶାରେ ରିମୁଳି ଗ୍ରାମର ଧନୁ ନାଏକ ବଡ ଭାଇ ରାହୁଲ ନାଏକ କୁ ଏକ ଟାଗିଂଆରେ ଆକ୍ରମଣ କରିଥିଲା lଧନୁ ନିଶାଶକ୍ତ ଅବସ୍ଥା ରେ ବଡ ଭାଇକୁ ଆକ୍ରମଣ କରିବାରୁ ବଡ ଭାଇ ରାହୁଲର ର ମୣତ୍ୟୁ ଘଟଥିବା ନେଇ ସୂଚନା lଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ମୣତକର ଶବକୁ ଜବତ କରିବା ସହ ଧନୁକୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



