ଢେଙ୍କାନାଳ ପୌର ପଳିକା ପକ୍ଷ ରୁ ରାସ୍ତା ଓ ଗଳି ରେ ବୁଲୁଥିବା ଗାଇ ଓ ଷଣ୍ଢ ମାନଙ୍କୁ ଗଣେଶ ବଜାର ଗୋପବନ୍ଧୁ ଟାଉନ୍ ହଲ୍ ଠାରୁ କାୱ କାଫ୍ ଗାଡ଼ି ଦ୍ଵାରା ୩୦ ରୁ ଉର୍ଦ୍ଧ ଗାଈ କୁ କାଞ୍ଜିଆହତା କୁ ପଠା ଯାଇଛି। ପୌରପାଳିକା ନିର୍ବାହୀ ଅଧିକାରୀ ଅଶ୍ଵିନୀ କୁମାର ଦାସ ଙ୍କ ତତ୍ବାବଧନରେ ଓ ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



