
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଅନଗୁଳ ପୌର କାର୍ଯ୍ୟାଳୟ ସୁଦୃଶ୍ୟ ଆଲୋକରେ ସଜ୍ଜିତ। ଯୋଗଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ଆଜି ନିଖିଳଭାରତ ସ୍ୱାୟତ୍ତ ଶାସନ ଦିବସ 2025 ଅବସରରେ ମାଛ ମାର୍କେଟ ଠାରୁ ଶିମିଳିପଡ଼ା ଛକ ପର୍ଯ୍ୟନ୍ତ ପଥପାର୍ଶ୍ୱ ଉଜ୍ଜ୍ୱଳ ଆଲୋକ ଓ ସୌନ୍ଦର୍ଜିକରଣ ଆଲୋକ ର ଶୁଭ ଉଦଘାଟନ ରେ ଅନଗୁଳ ର ବିଧାୟକ ପ୍ରତାପଚନ୍ଦ୍ର ପ୍ରଧାନ ଓ ଅନଗୁଳ ପୌରପାଳିକା ଅଧକ୍ଷ ଅକ୍ଷୟ କୁମାର ସାମନ୍ତ ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତି ଥିଲେ।




