ଢ଼େଙ୍କାନାଳ ଘରୋଇ ବସ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। କଳସ ପୂଜା, ମଣ୍ଡଳ ପୂଜା,ଷୋଳସ ଉପଚାର ରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା। ପୂଜକ ସୁସା ଭାଇନା,ସଭାପତି ପ୍ରଭାକର ବେହେରା, ଉପ ସଭାପତି ପ୍ରସାନ୍ତ ମହାନ୍ତି, କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର, ସହ କୋଷାଧ୍ୟକ୍ଷ ମନୀ ରାଉତ, ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ତ୍ରୀପାଠୀ, ସାଧାରଣ ସମ୍ପାଦକ ପ୍ରମୋଦ ବେହେରା ଓ ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଏହି ପୂଜା ଅନୁଷ୍ଠିତ ହୋଇଥିଲା।

June 18, 2026/
No Comments


