ଢ଼େଙ୍କାନାଳ ଟାକ୍ସି ମାଲିକ ଚାରିଟେବୁଲ ଟ୍ରଷ୍ଟ ବସ ଷ୍ଟାଣ୍ଡ ଅମଲାପଡା ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। କଳସ ପୂଜା, ମଣ୍ଡଳ ପୂଜା,ଷୋଳସ ଉପଚାର ରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା। ସଭାପତି ନରେଶ କୁମାର ସିଂ, ସଂପାଦକ ହର ପ୍ରସାଦ ଦାସ, ସରୋଜ ମହାପାତ୍ର, ଜିତେନ୍ଦ୍ର କୁମାର ଲେଙ୍କା, ନବ କିଶୋର ଦାସ, ଅଭିମନ୍ୟୁ ବେହେରା, ବୃନ୍ଦାବନ ସାହୁ ଓ ଆଇନ୍ ପରାମର୍ଶଦାତା ପତିତପାବନ ମିଶ୍ର ଓ ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ଏହି ପୂଜା ଅନୁଷ୍ଠିତ ହୋଇଥିଲା।

June 18, 2026/
No Comments


