ଓଡିଶା ପ୍ରୋ ଲିଗ ଉଥଘାଟିତ
କଟକ ବାରବାଟୀ ଷ୍ଟାଡିୟମ ଠାରେ ଓସିଏ ଓ ଆରିଭା ସ୍ପୋର୍ଟ୍ସ ମିଳିତ ଉଦ୍ୟମ ରେ ଆୟୋଜିତ ଓଡିଶା ପ୍ରୋ ଲିଗ T 20,2025 ଉଠଘାଟିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ OPTL ଟ୍ରଫି ଅନାବରଣ ସହ ଘଣ୍ଟି ବଜାଇ ଖେଳର ଶୁଭାରମ୍ଭ କରିଥିଲେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆୟୋଜକ ଓସିଏ କର୍ମକର୍ତାଙ୍କୁ ସାଧୁବାଦ ଜଣାଇବା ସହ ଖେଳାଳି ମାନଂକୁ ଉଚ୍ଚାହିତ କରିଥିଲେ, ଅନ୍ୟ ଅତିଥି ଭାବରେ ବ୍ରାଣ୍ଡ ଅମ୍ବାଷଟରଇରଫାନ ପଠାନ, ସାନମାନିତ ଅତିଥି ଭାବରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ସେଠିଫାଓ ର ସମ୍ପାଦକ ଆଶୀର୍ବାଦ ବେହେରା, କଟକ ଜିଲ୍ଲାପାଳ ଦତ୍ତତ୍ରାୟ ଭାଓସିଂ ସିନ୍ଧେ, ପୋଲିସ କମିଶନର ଏସ ଦେବଦତ୍ତ ସିଂ, ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ, ପୂର୍ବରୁ ବିଭିନ୍ନ କଳାକାର ଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା,



