ବିଦ୍ୟାଳୟରେ ଭଗବତ୍ ଗୀତାର ଶ୍ଳୋକଗାନ କରିବେ ଛାତ୍ରଛାତ୍ରୀ । ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଭଗବତ୍ ଗୀତାର ଶ୍ଳୋକଗାନ କରିବେ । ଏନେଇ ପ୍ରସ୍ତାବ ରଖାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାୟକ ସିଂତାଶୁ ମହାପାତ୍ରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଦେଇଛନ୍ତି । ୩ ଥର ଓଁକାର ଧ୍ବନି, ନୈତିକ ଗଳ୍ପ ତଥା ଶାନ୍ତି ମନ୍ତ୍ର ପାଠ ପାଇଁ ପ୍ରସ୍ତାବ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


