କେନ୍ଦୁଝର ଜିଲ୍ଲାରେ ଦନ୍ତାହାତୀ ଆକ୍ରମଣରେ ପୁଣି ଜଣେ ମୃତ।

କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ। ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ମୃତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ରେ ଘଟିଛି ଏହି ଅଘଟଣ।ଶୈlଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଗେlଠଛଡା ଦନ୍ତା l କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଯେlଡାପେlଖରୀ ଗାଁ ର ନରେlତ୍ତମ ମହାନ୍ତ ଆଜି ସକାଳ ପାଞ୍ଚଟା ବେଳେ ଘର ପଛପଟେ ପେlଖରୀକୁ ଶୈlଚ ହେବାକୁ ଯାଉଥିବା ବେଳେ ଏକ ଗେlଠଛଡା ଦନ୍ତା ଆକ୍ରମଣ କରିବାରୁ ଗୁରୁତର ଆହତ ହେଇଥିଲେ l ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନା ଆଣିଥିଲେ ମାତ୍ର ଏଠାରେ ଡାକ୍ତର ତାକୁ ମୣତ୍ୟୁ ଘେlଷଣା କରିଛନ୍ତି l ଗତ ରାତି ଏହି ଗେlଠଛଡା ଦନ୍ତା ହାତୀଟି ମୟୁରଭଞ୍ଜ ପଟୁ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପଶି ଆସିଥିବା ନେଇ ସୂଚନା l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



