କଟକରେ ମାରୱାଡି ସମ୍ପ୍ରଦାୟ ପକ୍ଷରୁ ଶ୍ରୀ ଶ୍ରୀ ଅଗ୍ରସେନ ମହାରାଜଙ୍କ 5179 ତମ ଜନ୍ମ ଦିନ ପାଳିତ ହୋଇଯାଇଛି
କଟକ ନୟସଡ଼କ ଠାରେ ଅବସ୍ଥିତ ଗୋପୀନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ମାରୱାଡି ସମ୍ପ୍ରଦାୟର ସମସ୍ତ ସଂଗଠନ ଯଥା କଟକ ମାରୱାଡି ସମାଜ, ମାରୱାଡି ଯୁବମଞ୍ଚ, କଟକ ବିକାଶ ମାରୱାଡି ମହିଳା ସଙ୍ଘ, ବିପ୍ର ମହାସଂଘ ଜୈନ, ଏବଂ ମାହେଶ୍ୱରୀ ସାମ୍ପ୍ରଦାୟରଉତ୍କଳ ପ୍ରାଦେଶିକ ମାରୱାଡି ସମାଜର, ସମସ୍ତ ମୁରବୀ ଓ ଭାଇ ଭଉଣୀ ମାନେ ଗୋଟିଏ ମଞ୍ଚରେ ଉପସ୍ଥିତ ରହି ଉଗ୍ରସେନ ମହାରାଜଙ୍କର 5179 ତମ ଜନ୍ମ ଦିବସ ଅତି ଆନନ୍ଦର ସହିତ ପାଳନ କରିଥିଲେ, ଏହି ଅବସରରେ ଗୋପୀନାଥ ମନ୍ଦିର ସାମ୍ନାରେ 5 ଟି ମନ୍ଦିର ସଂସ୍ଥା ପକ୍ଷରୁ ମହାଆରତୀ କରାଯାଇଥିଲା, ଗୋପୀନାଥ ଜୀଉ ମନ୍ଦିର ପାଖରୁ ଏକ ସୁନ୍ଦର ଶୋଭାଯାତ୍ରା ବାହାରି ସହିଦ ଭବନ ପର୍ଯନ୍ତ ଯାଇଥିଲା,ଏହି କାର୍ଯ୍ୟକ୍ରମକୁ ନଥିଲାଲ ଚନାନି, ବିଶ୍ୱନାଥ ଚୌଦୁରୀମହେନ୍ଦ୍ର ଅଗ୍ରୱାଲ, ସମ୍ପତି ମୋଡା, ଗଣେଶ ପ୍ରସାଦ କlଣ୍ଡେଇ, ପପନ ଜlଯୋଡ଼ିଆ,କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ, ସହୀଦ ଭବନ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା,ଏହି ଉଛବ ସାରା ଭାରତରେ ମାରୱାଡି ସମ୍ପ୍ରଦାୟ ହର୍ଷ ଓ ଉଲ୍ଲାସ ସହିତ ପାଳନ ହେଉଚ୍ଛି ବୋଲି କାର୍ଯ୍ୟକ୍ରମର ମୂଖ୍ୟ ପରିଚାଳକ ରମଣ ବାଗେଡ଼ିଆ କହିଛନ୍ତି,ରମଣ ବାଗେଡ଼ିଆ କହିଛନ୍ତି,



