ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ଵାସ୍ଥ୍ୟରେ ସୁଧାର ଆସିଥିବା ଭୁବନେଶ୍ଵର ଏମ୍ସ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ତାଙ୍କ ଆଇସିୟୁ ଓ୍ବାର୍ଡରୁ ବାହାର କରି ମେଡିସିନ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।ସୂଚନାଯୋଗ୍ୟ, ଅଭିଜିତ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ।



