ଓଡ଼ିଶାର ସବୁଠୁ ଟପ୍ ପରୀକ୍ଷା OPSC ର ରେଜଲ୍ଟ ଆସିଛି । ପ୍ରକାଶ ପାଇଛି ୨୦୨୩ OPSC ପରୀକ୍ଷା ଫଳ । ମୋଟ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅନୁଗୁଳର ପ୍ରିୟାଂଶୁ ପାଲ୍ ଟପ୍ପର ହୋଇଛନ୍ତି । ରାଙ୍କ-୨ରେ ଅନନ୍ୟା ମିଶ୍ର, ରାଙ୍କ-୩ରେ ଅଛନ୍ତି ଶୋଭନ ପଟ୍ଟନାୟକ ।
ଟପ୍ ୧୦ରେ ଜଣେ ମାତ୍ର ଝିଅ ଅନନ୍ୟା ମିଶ୍ର ରହିଛନ୍ତି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୩୯୮ ମଧ୍ୟରୁ ୧୪୪ ଜଣ(୩୬%) ଝିଅ ଅଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
