ଢେ଼ଙ୍କାନାଳ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ କାଞ୍ଚନ ବଜାର ୭୫ ବର୍ଷ ପ୍ଲାଣ୍ଟିନମ ଯୁବୁଲି ଅବସରରେ ସଭାପତି ଗୋପାଳ ଚନ୍ଦ୍ର ପାତ୍ର ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଏଠି ଭାଇ ଚାରାରେ ପୂଜା ସମ୍ପୂର୍ଣ୍ଣ କରାଯାଏ। ଏବର୍ଷ କଲିକତା କାରିଗର ଙ୍କ ଦ୍ଵାରା କନା ଗେଟ୍ ଓ କଟକ କାରିଗର ଙ୍କ ଦ୍ଵରା ଚାନ୍ଦୀ ମେଢ଼ ରେ ଝଲଶିବେ ମା । ୯ଦିନ ଧରି ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯିବ । ଭଷାଣୀ ଆକର୍ଷଣ ସଜୀବ ନୂଆ ଆଇଟମ। ସମ୍ପାଦକ ସାଗରି ମହମ୍ମଦ କହିଛନ୍ତି ଯେ ୩୮ ଟି ପୂଜା ମୁଣ୍ଡପ ରେ ପୂଜା ପାଇବେ ମା । ଏ ହେଉଛି ଭାଇଚାରା ର ପର୍ବ । ପାଗ ଅନୁକୂଳ ରହିଲେ ଲୋକଙ୍କ ଭିଡ଼ ଜମିବ।



