ଢେ଼ଙ୍କାନାଳ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ପାଇଁ ପୌରଅଧକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଢେ଼ଙ୍କାନାଳ ବାସି ଓ ପୌରପାଳିକା କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ବରିଷ୍ଠ ନାଗରିକ ଓ ଗର୍ଭବତୀ ମହିଳା ମାନେ ବେଟ୍ରି ଚଳିତ ଗାଡ଼ିରେ ପୂଜା ମଣ୍ଡପ ପରିଦର୍ଶନ କରାଯିବ। ଆଲୋକି କରଣ ଓ ରାସ୍ତା ମରାମତି ପ୍ରତି ଘର କୁ ପାଣି ବ୍ୟବସ୍ଥା କାମ ଚାଲୁ ରହିଛି। ପୌରପାଳିକା ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ।



