ଢେ଼ଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ରେ ଯାତ୍ରା ଈନ୍ଦ୍ରଭୁବନ୍
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସ୍ଥାନୀୟ ମହିସାପାଟ ଅରବିନ୍ଦ ବଜାର ଖେଳ ପଡିଆ ଠାରେ ଯାତ୍ରା ଈନ୍ଦ୍ରଭୁବନ୍ ଆଜି ଶେଷ ରଜନୀ ରେ ସକଳ ତିର୍ଥ ତୋ ଚରଣେ ନାଟକ ପରିବେଷଣ କରିଥିଲେ । ଆଜି ଅପେରା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଲୋକମାନେ ପୂଜା ବୁଲିବା ସହ ଅପେରା ର ମଜା ନେଇଥିଲେ।




