କାଳୀପୂଜା ଓ ଭସାଣିକୁ ନେଇ କମିଶନରେଟ୍ ପୋଲିସର ବୈଠକ ଅନୁଷ୍ଠିତ
କଟକ: କାଳୀପୂଜା ଓ ଭସାଣିକୁ ନେଇ କମିଶନରେଟ୍ ପୋଲିସର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ପ୍ରସ୍ତୁତିକୁ ନେଇ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ଯେ ଦଶହରା ଭସାଣି ବେଳେ ଗଣ୍ଡଗୋଳ ହୋଇଥିବା ସ୍ଥାନରେ କରାଯିବ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା। ଗୁଜବ ଉପରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର।



