ଢେଙ୍କାନାଳ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୪ ଦିନ ଧରି ଚାଲିଥିବା ମାଆ କାଳୀଙ୍କ ପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ( ୨୪/୧୦)ଢେଙ୍କାନାଳ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୪ ଦିନ ଧରି ଚାଲିଥିବା ମାଆ କାଳୀଙ୍କ ପୂଜାର ଭଷାଣି ଉତ୍ସବ ଅନୁଷ୍ଠିତ। ଏହି ଉତ୍ସବ ସମସ୍ତ କର୍ମଚାରୀ ଓ ଅଧିକାରୀ ସୁମିତ କୁମାର କରଙ୍କ ତତ୍ୱାବଧାରେ ମହା ଆଡମ୍ବରରେ ବିଭିନ୍ନ ପ୍ରକାର ବାଦ୍ୟ ଦ୍ୱାରା ସହର ପରିକ୍ରମା କରିବା ସହ ହାତୀ ସୁରକ୍ଷା ପାଇଁ ସଚେତନତା ମତେ ବଞ୍ଚିବାକୁ ଦିଅ ର ଏକ ରଥ ପରିକ୍ରମା କରିଥିଲେ



