କଟକ: କାଠଯୋଡ଼ି ନଦୀରୁ ମିଳିଲା ନିଖୋଜ ହୋଇଥିବା ଦୁଇ ଜଣ ନାବାଳକଙ୍କ ମୃତଦେହ। ଗତକାଲି ସକାଳେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ କଟକ ଭଗତପୁର ବଗଲା ଲାଇନ୍ ର ଓମ୍ ଆୟୁଷ ବାରିକ ଓ ଓମ୍ ପ୍ରକାଶ। ପ୍ରଥମେ ଓମ୍ ଆୟୁଷଙ୍କ ମୃତଦେହ ମିଳିଥିଲା। କିଛି ଘଣ୍ଟା ପରେ ଓମ୍ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

April 21, 2026/
No Comments


