ଦିଲ୍ଲୀ ବିସ୍ଫୋରଣର ଫରିଦାବାଦ ଲିଙ୍କ୍
ଲାଲ୍କିଲ୍ଲା ବିସ୍ଫୋରଣ ସହ ଫରିଦାବାଦର ଲିଙ୍କ୍ ସାମ୍ନାକୁ ଆସିଲା-ଫରିଦାବାଦରେ ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର-ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ-ଜମ୍ମୁ କାଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା-ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇ ଯାଇଥିଲା ଉମର-ଭୟଭୀତ ହୋଇ ଉମର କାର୍ରେ ବିସ୍ଫୋରଣ କରିଥିବା ସୂଚନା-ଡିଟୋନେଟର ଲଗାଇ କାର୍କୁ ବିସ୍ଫୋରଣରେ ଉଡ଼ାଇଥିବା ସୂଚନା-କାର୍ରେ ମିଳିଥିବା ମୃତଦେହର ହେବ ଡିଏନ୍ଏ ଟେଷ୍ଟ-ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନ୍ଏ ଟେଷ୍ଟ



