
ମାମାଉଲି ବିଶିବାରନି ଖେଳପଡ଼ିଆ ଚପରିଆ ଠାରେ ଫୁଟବଲ ଟୁର୍ନାମେଣ୍ଟ ଉଯାପିତ ହୋଇ ଯାଇଛି
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ମାମାଉଲି ପୁଟବଲ ଟୁର୍ନାମେଣ୍ଟ ବିଷୁବରଣୀ ଖେଳପଡ଼ିଆ ଠାରେ କଣ୍ଟା ମାଲ ଓ ବରଗାଁ ମଧ୍ୟରେ ଖେଳ ଖେଳା ଯାଇଥିବା ବେଳେ ଏକ ଏକ ଗୋଲ ଉଭୟ ମଧ୍ୟରେ ବାଏ କରଥିଲେ କିନ୍ତୁ. ଉଭୟ ସମାନ ହୋଇଥିବାରୁ. ପେନାଲ ଟିକ ଗୋଲ ମରା ଯାଇଥିବାବେଳେ ବରଗାଁ ଦଳକୁ କଣ୍ଟାମଲ ଦଳ ଏକ ଗୋଲ ରିବିଜୟ ଲାଭ କରଥିଲେ. ଉକ୍ତ ଖେଳଟିକୁ ଅତିଆନ୍ଦର ସହକାରେ ଦର୍ଶକ ମାନେ ଉପଭୋଗ କରିଥିଲେ ଉକ୍ତ ଖେଳର ମୁଖ୍ୟ ଅତିଥି ଭାବରେ ଦୟା ଦାସ ସାନମାନିତ ଅତି ଥି ଭାବରେ ନୀଳମ୍ବର ହରପାଳ. ଘଷିସୁନାନୀ. ପବିତ୍ର ବେହେରା. ଭାରତ ଗହୀର. ସମ୍ମାନିତ ହୋଇଥିଲେ ରେଫରି ମନମଥ ସିଂହ. ଲାଇନମେନ ଭିକାରିଭୋଇ. ରୁମାଞ୍ଚଳ ଭୋଇ. କାର୍ଯ୍ୟ ତୁଲାଇ ଥିଲେ ଉପଦେଷ୍ଟା କମିଟି ପୀତବାସ ବାଗ. ତପନ ଦାସ. ହୃଦାନନ୍ଦ ଗହୀର. ଲମ୍ବୋଧର ଗହୀର. ଭାରତ ଗହୀର. ବାଳ ବାଗ. ଦୟା ବାଗ. ପବିତ୍ର ବେସରା. ହେମତଃ ପାତ୍ର. ଦିନେଶ ବାଗ. ସୁରେନ୍ଦ୍ର ବାଗ. ଅଶ୍ୱନୀ ଦାସ. ତଥା ଚପରିଆ ଗ୍ରାମ ବସି ଙ୍କ ସହ ଯୋଗରେ ଖେଲଟି ଆରମ୍ବ ହୋଇ ଯାଇଛି.ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



