ସାହିତ୍ୟିକ ଓ ବାନ୍ଧ ଗବେଷକ ଭାବେ ଚିର ସ୍ମରଣୀୟ ହୋଇ ରହିବେ”: କେଶବ ବାବୁ ଜନ୍ମ ଶତବାର୍ଷିକୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତପ୍ରକାଶ

“ସାହିତ୍ୟିକ ଓ ବାନ୍ଧ ଗବେଷକ ଭାବେ ଚିର ସ୍ମରଣୀୟ ହୋଇ ରହିବେ”::କେଶବ ବାବୁ ଜନ୍ମ ଶତବାର୍ଷିକୀ ସମାରୋହରେ ବିଶିଷ୍ଟ ବ୍ୟକ୍ତିଙ୍କ ମତପ୍ରକାଶ

ବରଗଡ଼:୧୬ା୧୧(ପବିତ୍ର ମେହେର) ପ୍ରତିଭାଦୀପ୍ତ ସାହିତ୍ୟିକ ଭାବେ ତଥା ପ୍ରଖ୍ୟାତ ବାନ୍ଧ ଗବେଷକ ଭାବେ ଡ଼ଃ କେଶବ ଚନ୍ଦ୍ର ମେହେର ଚିର ସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ରବିବାର କେଶବ ମେହେର ସ୍ମୃତି ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନରେ ଡଃ କେଶବ ଚନ୍ଦ୍ର ମେହେରଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମେହେର(ଭୁଲିଆ) ସମାଜର ଯୁବ ସଭାପତି ଅରୁଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଡ଼ଃ କେଶବ ଚନ୍ଦ୍ର ମେହେରଙ୍କ ସୃଷ୍ଟି ଥିଲା ଉଚ୍ଚକୋଟୀର। ବାନ୍ଧ କଳା ପ୍ରତି ଡ଼ଃ ମେହେରଙ୍କ ଅତୁଳନୀୟ ଅବଦାନ ଯୋଗୁଁଁ ବାନ୍ଧ କଳା ଶିଳ୍ପୀମାନଙ୍କ ମଧ୍ୟରେ ସେ ଚିର ସ୍ମରଣୀୟ ହୋଇ ରହିବେ। ଡ଼ଃ ମେହେରଙ୍କ ଓଡ଼ିଆ ସାହିତ୍ୟ ଓ ମେହେର ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିବା ସହ ଛତିଶଗଡ଼ରେ ମଧ୍ୟ ସ୍ୱଭାବ କବି ଗଙ୍ଗାଧର ମେହେର ଓ କେଶବ ମେହେରଙ୍କ ଉପରେ ପ୍ରତିଭାର ପ୍ରସାର ପ୍ରସାର ସକାଶେ ସଭା କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ପୁଷ୍ପ କୁମାର ମେହେର ଡ଼ଃ ମେହେରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ପଶ୍ଚିମଓଡ଼ିଶାର ପ୍ରତିଭାମାନଙ୍କ ଗୌରବ ବୃଦ୍ଧି ସକାଶେ କିପରି ଆନ୍ତରିକ ଉଦ୍ୟମ କରିଥିଲେ ଉଦାହରଣ ଦେଇ ଦର୍ଶାଇ ଥିଲେ। ପଶ୍ଚିମଓଡ଼ିଶାର ବାନ୍ଧକଳା ଯେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ କଳା ଏହା କେଶବ ବାବୁ ତୁଳନାତ୍ମକ ଅଧ୍ୟୟନ କରି ଦର୍ଶାଇଛନ୍ତି। ସମ୍ମାନିତ ଅତିଥି କବି ଦିବ୍ୟକିଶୋର ଦେବତା ଡ଼ଃ ମେହେରଙ୍କ ସହ ବ୍ୟକ୍ତିଗତ ଅନୁଭୂତିରୁ ତାଙ୍କର ସାହିତ୍ୟ ସାଧନା କେତେ ବଳିଷ୍ଠ ଥିଲା ପ୍ରକାଶ କରିଥିଲେ। ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାହିତ୍ୟିକମାନଙ୍କ ମଧ୍ୟରେ ଯୋଗସୂତ୍ର ସମ୍ପର୍କରେ ସେତୁ ଥିଲେ ବୋଲି କହିଥିଲେ ସମ୍ବଲପୁରୀ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ।ସଭାରେ ସଭାପତିତ୍ୱ କରି ସାହିତ୍ୟିକ ଡ଼ଃ ସୁବାସ ମେହେର ଗଙ୍ଗାଧର ସାହିତ୍ୟର ପ୍ରଥମ ସମାଲୋଚକ ଡ଼ଃ କେଶବ ମେହେର ଥିଲେ ବୋଲି କହିଥିଲେ। ବାନ୍ଧ କଳା ଉପରେ ତାଙ୍କ ଲିଖିତ ପୁସ୍ତକ ଓଡ଼ିଶାର ବାନ୍ଧ କଳା ଉପରେ ଲିଖିତ ପ୍ରଥମ ପ୍ରାମାଣିକ ପୁସ୍ତକ ବୋଲି ସେ ଦର୍ଶାଇଥିଲେ।‘କେଶବ କ୍ରାନ୍ତି’ ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଶିଷ୍ଟ ବାନ୍ଧଶିଳ୍ପୀ କୌସ୍ତୁଭ ମେହେର, ବୟନ କଳା ପାଇଁ ବୌଦ୍ଧ ଜିଲା ବାଉଁଶୁଣୀର ସୁରୁବାବୁ ମେହେର, ହବସପୁରୀ ଶାଢ଼ିର ପ୍ରଶିକ୍ଷକ କଳାହାଣ୍ଡି ଜିଲା ଚେଚୈଗୁଡ଼ାର ଜଳନ୍ଧର ମେହେର, ସମ୍ବଲପୁରୀ ବାନ୍ଧ କଳା ଡ଼ିଜାଇନର ବରଗଡ଼ ଜିଲା କପାବାରିର ମୀନକେତନ ମେହେର ଓ ଉତ୍ତମ ସମ୍ବଲପୁରୀ ହାତବୁଣା ଲୁଗା ଉତ୍ପାଦିକା ଭାବେ ସମ୍ବଲପୁର ଜିଲା ଅନ୍ତର୍ଗତ କର୍ଡ଼ୋଲାର ସୀମା ମେହେରଙ୍କୁ ମାନପତ୍ର, ଉପକୌକନ, ସ୍ମାରକୀ ଦେଇ ସମ୍ମାନିତ କରାଯାଇଥିଲା। ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଶିଶୁ ସାହିତ୍ୟିକ ରବିନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ସୁଜିତ ମିଶ୍ର, ଗାଳ୍ପିକ ଆନନ୍ଦ ମେହେର ପ୍ରମୁଖ ତାଙ୍କର ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସଭାକୁ ସଂଯୋଜନା କରିଥିଲେ ଔପନ୍ୟାସିକ ତେଜରୁ ବାରିକ। ଡ଼ଃ ମେହେରଙ୍କ କବିତା କଲ୍ୟାଣୀ ତୁମେ ଆସ… କବିତା ଆବୃତ୍ତି କରିଥିଲେ ସୁମନା ମେହେର, ନନ୍ଦିନୀ ମେହେର, ଶେଫାଳି ମେହେର। ସ୍ୱାଗତ ସଙ୍ଗୀତ ତାରା ପ୍ରସାଦ ମେହେର ଗାନ କରିଥିବାବେଳେ ଉଦ୍‌‌ଯାପନ ସଙ୍ଗୀତ ଗାନ କରିଥିଲେ ମୀନକେତନ ମେହେର। ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଧନପତି ମହାପାତ୍ର, ଶେଷନ ବିଶି, ଗଜରାଜ ମେହେର, ତେଜରାଜ ମେହେର, ଅଶୋକ ମେହେର, ବିଚିତ୍ର ମେହେର, ଚୂଳସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିଲେ।ତରଣୀସେନ ଗୁରୁ, ନରେନ୍ଦ୍ର ମହାନ୍ତି, ଆକାଶ ମିଶ୍ର, ରାଜେନ୍ଦ୍ର ଚଇନି ପ୍ରମୁଖ ସହଯୋଗ କରିଥିଲେ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech