ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଭୁବନେଶ୍ଵର ସ୍ପେଶାଲ କୋର୍ଟରେ ଏନ୍ଆଇଏ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବାଂଲାଦେଶୀ ନାବାଳିକା ମାନଙ୍କୁ ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ହୋଇଛି। ସେମାନେ ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବା ଲାଗି ଉଦ୍ୟମ କରାଯାଉଥିଲା। ପୂର୍ବରୁ ଓଡିଶା ପୁଲିସ୍ ୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

