୩୧ ତାରିଖ ଯାଏ e-KYC ପ୍ରକ୍ରିୟା । ରାସନକାର୍ଡ e-KYC ଅବଧି ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖିତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୩୩ ହଜାର ୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ କରାଯାଇଛି ।
ଗତବର୍ଷ ଜୁନ୍ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି ।



