ଡକ୍ଟର ମୋହିତ ଦାସ ମେମୋରିଆଲ ବାସ୍କେଟ ବଲ ପ୍ରତିଯୋଗିତା

ଭୁବନେଶ୍ୱର କଳିଙ୍ଗ ବିହାର ଠାରେ ବିଡ଼ିଏମ ଏକାଡେମୀ ଆନୁକୂଲ୍ୟରେ ଡକ୍ଟର ମୋହିତ ଦାସ ବାସ୍କେଟ ବଲ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିଯୋଗିତାରେ କଟକ ତଥା ଭୁବନେଶ୍ୱର ରୂ କ୍ଳବ, କଲେଜଏକାଡେମୀର ଖେଳାଳି ମାନେ ଭାଗ ନେଇଥିଲେ, ବିଡ଼ିଏମବାସ୍କେଟ ବଲ ଏକାଡେମୀର ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ମାଳି ଙ୍କ ସୂଚନା ଅନୁସାରେ ପାଖାପାଖି 150 ରୂ ଉର୍ଦ୍ଧ ମହିଳା ତଥା ପୁରୁଷ ଖେଳାଳି ଭାଗ ନେଇଥିଲେ, ଡକ୍ଟର ମୋହିତ ଦାସ ମେମୋରିଆଲ ବାସ୍କେଟ ବଲ ପ୍ରତିଯୋଗିତାରେ କିଟ ବିଶ୍ୱବିଦ୍ୟାଳୟର ନାଇଜେରିଆନ, ଆଫ୍ରିକାର ଖେଳାଳି ମାନେ ଭାଗ ନେଇ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ, ସମ୍ପାଦକ ଶ୍ରୀ ମାଳି ଙ୍କ କହିବା କଥା ଏହି ଏକାଡେମୀରୁ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇଛନ୍ତି ଖେଳାଳିମାନେ, ସେ ମଧ୍ୟ ନିଜେ ଆର୍ମି ଏସ ଏସ ବି ଦଳର ପ୍ରଶିକ୍ଷକ ରହି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି,ପୁରୁଷ ବର୍ଗରେପ୍ରଥମ ସ୍ଥାନ ଅଧିକାର କରିଥିଲା ଅlଭେନଜରସ ଦଳ କଟକରଦ୍ୱତୀୟ ସ୍ଥାନ ଅଧିକାର କରଥିଲା ଭାଇପର ଦଳ ଭୁବନେଶ୍ୱରତଥା ତୃତୀୟ ସ୍ଥାନ ପାଇଥିଲା ସିଜୀୟୁ ଭୁବନେଶ୍ୱର, ସେହି ଭଳିମହିଳା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ୟଙ୍ଗବ୍ଲଡ଼ ଦଳଭୁବନେଶ୍ୱର, ଦ୍ୱତୀୟ ସ୍ଥାନ ଅଧିକାର କରିଥିଲା ଟେରିଫିକ ଟେରର ଦଳ କଟକର, ତଥା ତୃତୀୟ ସ୍ଥାନ ପାଇଥିଲା W/Aବଲର୍ସ ଭୁବନେଶ୍ୱର, ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜ୍ଞାନ ରଞ୍ଜନ ପରିଡା,ତଥା ସନମାନୀୟ ଅତିଥି ଭାବେ ଡକ୍ଟର ସମୀର କୁମାର ଦାସ. ଓ ଅଶୋକ କୁମାର ସାହୁ ଯୋଗଦେଇଥିଲେ,ପ୍ରତିଯୋଗିତା କୁ ପରିଚାଳନା କରିଥିଲେ କ୍ୟାପଟେନ ଏସ ମାଳି,




