କଳାହାଣ୍ଡି କଣ୍ଟେଡ କ୍ରିଏଟର ମିଟ ୨୦୨୫ପାଲିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ତା ୨୧/୧୨ ଜୁନାଗଡ ବ୍ଲକ ଅନ୍ତର୍ଗତ ଭତ୍ରାଡେମ ଠାରେ ଆଜି କଳାହାଣ୍ଡି କ୍ରିଏଟର ମିଟ ୨୦୨୫ ଧୁମଧାମରେ କଳାହାଣ୍ଡି ରେ ଲୁକ୍କାୟିତ ହୋଇଥିବା କଳାକାର ମାନଙ୍କୁ ନେଇ ଆଜି ଧୁମ୍ ଧାମରେ ପାଲନକରିଛନ୍ନ୍ତି।ଏହି କ୍ରିଏଟର ମିଟ ର ମୁଖ୍ୟ ଅତିଥି ଆମ କଳାହାଣ୍ଡି ର ସର୍ବେଶ୍ଵର ଭୋଇ, କଳାହାଣ୍ଡି କଟପା,ଚନ୍ଦନ ଶତପଥି,ବିନୟ କୁମାର ସାହୁ,ଓ ସଙ୍ଗିତା ରାଉତ ଉପସ୍ଥିତ ରହିଥିଲେ, ଅତିଥିମାନେ କଳାହାଣ୍ଡି ର ଲୁକ୍କାୟିତ ହୋଇଥିବା କଳାକାର ମାନଙ୍କୁ କିପରି ଭାବରେ ନିଜର କଳାକୁ ପ୍ରଦର୍ଶନ କରି ଲୋକଲୋଚନକୁ ଆଣି କଳାହାଣ୍ଡିର ନାମ ଦେଶ ବିଦେଶ ରେ କିପରି ପ୍ରଚାରହେବ, କଳାହାଣ୍ଡି ର ଗର୍ବ ଗୌରବ ବଢିବ ସେଥିପ୍ରତି ଆଲୋକପାତ କରିଥିଲେ। ସମସ୍ତ କ୍ରୀଏଟର ମାନଙ୍କୁ ଶର୍ବୈଶ୍ବର ଭୋଇ ଓ କଲାହାଣ୍ଡି କଟପା ଉତ୍ସାହିତ କରିଥିଲେ। ରାକେଶ ନନ୍ଦ,ରାମ ମେହେର,ବ୍ଲାକ କିଙ୍ଗ,ଅଲ୍ ଇସଟାଗ୍ରାମ କ୍ରିଏଟର ଉପସ୍ଥିତ ରହିଥିଲେ। ଆଗାମି ଦିନରେ ମଧ୍ୟ କଳାହାଣ୍ଡି କଣ୍ଟେଡ କ୍ରିଏଟର ପ୍ରୋଗ୍ରାମ ଧୁମଧାମରେ ପାଲନକରାଜିବ ବୋଲି ଅରଗାନାଇଜର ଶ୍ରୀ ସତ୍ୟ ଗୁରୁ ଓ ଅଲ କ୍ରିଏଟର ମତପ୍ରକାଶ କରିଥିଲେ। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




1 Comment
https://shorturl.fm/tbR8v