ଢେଙ୍କାନାଳ.ତା୨୫.୧୨.୨୦୨୫ରିଖ ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବାର୍ଷିକ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ୟାମା ଚରଣ ପୁର ଶିରିଡ଼ି ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି ଏହି ସଭାରେ ସଭାପତି ଶ୍ରୀ ଦୁର୍ଗାଚରଣ ମିଶ୍ର,କାର୍ଯ୍ୟକାରୀ ସଭାପତି ଶ୍ରୀ ଯୋଗୀନାଥ ମହାନ୍ତି,ଶ୍ରୀ ଅକ୍ଷୟ କୁମାର ସାହୁ,ସମ୍ପାଦକ ଶ୍ରୀ ଗୁଣ ଧର ମିଶ୍ର,ମୁଖ୍ୟ ଉପଦେଷ୍ଟା ଡକ୍ଟର ହରେକୃଷ୍ଣ କର,ଉପ ସଭାପତି ଶ୍ରୀ ବାହାଦୁର ପାଟ୍ଟଶାଣୀ,ଶ୍ରୀ ବିନାୟକ ଶତପଥୀ,କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ ପଟ୍ଟନାୟକ,ସଦସ୍ୟ ଡକ୍ଟର ପ୍ରମୋଦ କୁମାର ନାୟକ,ଶ୍ରୀ ପ୍ରସନ୍ନ ସାହୁ,ଶ୍ରୀ ରାସମଣୀ ସାହୁ,ଶ୍ରୀ ଟୀ ପି ମିଶ୍ର ଜିଲ୍ଲାର ସମସ୍ତ ବ୍ଲକ ରୁ ଆସିଥିବା ଅନେକ ସଦସ୍ୟ ଙ୍କ ଉପସ୍ଥିତିରେ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବାର୍ଷିକୀ ଉତ୍ସବ ଆସନ୍ତା ତା୧୧.୦୨.୨୦୨୬ ରିଖ ବୁଧବାର ଦିନ କରିବାକୁ ସର୍ବ ସମ୍ମତିକ୍ରମେ ନିଷ୍ପତି ହୋଇଅଛି ।କେଉଁ ସ୍ଥାନରେ ହେବ ଏବଂ କାର୍ଯ୍ୟସୂଚୀ ପରେ ଜଣାଇ ଦିଆଯିବା ପାଇଁ ସ୍ଥିର କରାଯାଇଅଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-23-scaled.jpg)


